Browsing Tag

Baldevji’s chariot rolled

ଶେଷରେ ଗଡ଼ିଲା ବଳଦେବଜୀଉଙ୍କ ରଥ

ଶେଷରେ ଦୀର୍ଘ ୩ଦିନ ପରେ ଗଡିଲା କେନ୍ଦ୍ରାପଡ଼ାର ଶ୍ରୀସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ । ଶ୍ରୀଗୁଣ୍ଡିଚାର ତିନି ଦିନ ପରେ ବି ମାଉସୀମା ମନ୍ଦିରରେ ପହଞ୍ଚି ପାରୁନଥିଲା । ରଥ ମୋଡ ବିଦ୍ୟୁତ୍ ଖୁଣ୍ଟ, ଡ୍ରେନ୍ ଉପରକୁ ମାଡି ରହି ଯାଇଥିଲା । ପାରାଦୀପରୁ ରେଳବାଇ କର୍ମଚାରୀ ଆସି ଜାକ୍…