ଖ୍ୟାତନାମା ଅଲିମ୍ପିଆନ ବଲବୀର ସିଂହଙ୍କ ପରଲୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପରଲୋକରେ ଖ୍ୟାତନାମା ଅଲିମ୍ପିଆନ ବଲବୀର ସିଂହ ସିନିୟର। ୯୫ ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ଗତକାଲି ରାତିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା। ସେ ପୂର୍ବରୁ କୋମା ଷ୍ଟେଜରେ ଥିଲେ।ମେ’୮ରେ ବଲବୀର ଜ୍ୱରରେ…