ତେଲେଙ୍ଗାନାରେ ଫସି ରହିଛନ୍ତି ବାଲେଶ୍ୱର ଜିଲ୍ଲାର ୫୦ , ଉଦ୍ଧାର ପାଇଁ ନିବେଦନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ଘରୋଇ ସଂସ୍ଥାରେ କାମ କରିବାକୁ ଯାଇ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡି ଜିଲ୍ଲା ନରସିଂହ ଥାନା ଅଞ୍ଚଳରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଓ ବସ୍ତା ଅଞ୍ଚଳର ୫୦ ଜଣ ଦିନ ମଜୁରିଆ ଅଟକି ରହିଥିବା ଜଣାପଡିଛି। ସେଥିରୁ ୧୦ ଜଣ ମହିଳା ଓ କୁନି ପିଲା ଥିବା…