ୟୁକ୍ରେନ୍ରୁ ବଲାଙ୍ଗୀର ଫେରିଲେ ଆଲୋକ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୟୁକ୍ରେନ୍ରୁ ବଲାଙ୍ଗୀର ଫେରିଲେ ଡାକ୍ତରୀ ଛାତ୍ର । ବଲାଙ୍ଗୀ ଜିଲ୍ଲା ଲୋଇସିଂହା ବ୍ଲକର ଆଲୋକ ବଘାର ନିଜ ଘରକୁ ଫେରିଛନ୍ତି । ପୁଅର ଫେରିବା ପରେ ବେଶ୍ ଖୁସି ହୋଇଛନ୍ତି ଛାତ୍ରଙ୍କ ପରିବାର । ଲୋଇସିଂହା ବ୍ଲକ ନର୍ମଲ ବଘାରଙ୍କ ବଡ଼ ପୁଅ ଆଲୋକ ବଘାର । ପରିବାରର…