Browsing Tag

Balangir

ଟ୍ରକ ଧକ୍କା ରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ସକାଳେ ଏକ ଟ୍ରକ୍‌ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ବଲାଙ୍ଗୀର ସହରରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ କଲେଜ ଛାତ୍ରିଛାତ୍ରଙ୍କ ସହ ସ୍ଥାନୀୟ ଲୋକେ ଓ ବିଭିନ୍ନ ସଙ୍ଗଠନର ପ୍ରତିନିଧି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।…

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବାରିକ କଳହରୁ ଘଟିଛି ଏକ ଅଭାବନିୟ ଘଟଣା। ସାମାନ୍ୟ ବଚସା ପରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ। ଆଉ ତା ପରେ ନିଜେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା…

ସିନ୍ଦୁର ନେଲେ କୋଳରେ ପୁଅ ଦେଲେ

ଓଡିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ଜନ୍ମ ଓ ମୃତ୍ୟୁ ଉପରେ କାହାର ନିୟନ୍ତ୍ରଣ ନଥାଏ ସେ କେବଳ ଭଗବାନଙ୍କ ହାତରେ। ବାପା ହେବାକୁ ଥିବାରୁ ଖୁସିରେ ଆସିଥିଲେ ଡାକ୍ତରଖାନା ମାତ୍ର ସେ ଖବର ଶୁଣିବା ପୂର୍ବରୁ ଚାଲିଗଲେ ଆରପାରିକୁ। ଏଭଳି ଏକ ହୃଦୟ ବିଦରକ ଘଟଣା ଘଟିଛି ବଲାଙ୍ଗିର…