Browsing Tag

Balangir

ପ୍ରଚାର ବେଳେ ଲାେକଙ୍କୁ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ: ଭିଡିଓ ଭାଇରଲ୍

ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ। ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫ ଶହ ଟଙ୍କିଆ ନୋଟ୍‌। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ…

ମାଟିତଳୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର; ଡିଏନ୍ଏ ଟେଷ୍ଟ କରିବ ବଲାଙ୍ଗିର ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ। ମହାଲିଙ୍ଗ ଷ୍ଟାଡିୟମରୁ ଆଜି ଜଣେ ମହିଳାଙ୍କ ଦରପୋଡ଼ା ମୃତଦେହ ହୋଇଛି । ଏହି ଶବ ସଂପୃକ୍ତ ନିଖୋଜ ଶୀକ୍ଷୟିତ୍ରୀ ମମିତାଙ୍କ ବୋଲି ସନ୍ଦେହ କରି ଆଜି ପୋଲିସ୍ ଷ୍ଟାଡିୟମରେ…

୩ ଘଣ୍ଟା ପରେ ପଥର ସନ୍ଧିରୁ ଉଦ୍ଧାର ହେଲା ୫ ବର୍ଷର ଶିଶୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପାଣିରେ ଭାସି ଯାଇ ପଥର ସନ୍ଧିରେ ଫସିଛି ଥିଲା ୫ ବର୍ଷର ଶିଶୁ । ପ୍ରାୟ ୩ ଘଣ୍ଟା ପରେ ଉଦ୍ଧାର ହୋଇଛି। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡ଼ା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇଥିବାବେଳେ ପିଲାଟି ପଥର ଫାଙ୍କରେ ଫସି ଯାଇଥିଲା। ଉଦ୍ଧାର…

ଅଧ୍ୟାପକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବଲାଂଗୀର ଆଲୋକ ନଗର ସ୍ଥିତ ଭଡାଘରରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍। ସେ ବେକରେ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଅଧ୍ୟାପକ ଜଣକ ହେଲେ ପ୍ରକାଶ ଚନ୍ଦ୍ର ସାହୁ। ତାଙ୍କ ବୟସ ୪୫ବୋଲି ଜଣାପଡ଼ିଛି।…

ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ କଲେ ରାଜ୍ୟପାଳ

 ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ କରିଛନ୍ତି  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅରୁଣ ସାହୁ ଓ ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ଥିଲେ।  ଲୋକାର୍ପଣ ଉତ୍ସବରେ ଉପରାଷ୍ଟ୍ରପତି…

ନିରାବତାରେ ମୋଦିଙ୍କ ହ୍ୟାଟ୍ରିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିରାବତାରେ ମୋଦିଙ୍କ ହ୍ୟାଟ୍ରିକ । ଥରେ ନୁହଁକି ଦିଥର ନୁହଁ ଏଇ ମାସେ ଭିତରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଲେଣି ତିନିଥର । ନିର୍ବାଚନ ସମୟ ସମସ୍ତେ ଭାବୁଥିଲେ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ ହେବ । ରାଜ୍ୟସରକାର ଓ ନବୀନ ପଟ୍ଟନାୟକଙ୍କୁ କଠୋର ସମାଲୋଚନା ହେବ ।…

ନିରଞ୍ଜନ, ମୋଦିଙ୍କୁ ପଚରିଲେ ୫ଟି ପ୍ରଶ୍ନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି । ଗତ କିଛି ଦିନ ମଧ୍ୟରେ ମୋଦି ଲଗାତାର ଭାବେ ଓଡ଼ିଶା ଗ୍ରସ୍ତ କରୁଛନ୍ତି ସତ କିନ୍ତୁ ଓଡ଼ିଶାର ମିଶନ ୧୨୦ ଭୁଲିଗଲା ପରି ମନେ ହେଉଛି । ପୂର୍ବରୁ ରାଜ୍ୟସରକାର ଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ…

ଦୋକାନରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗିରରେ ଏକ ଦୋକାନରେ ନିଆଁ ଲାଗିଯିବାରୁ ଜଣେ ଜୀବନ୍ତ ଜଳିଯାଇଛନ୍ତି । ମୃତକ ଜଣକ ହେଲେ ୨୬ ବର୍ଷୀୟ ସୁରଜ କ୍ଷେତି । ସୂଚନା ଅନୁଯାୟୀ, ବଲାଙ୍ଗିର ସହରର ମାଲପଡ଼ା ଅଞ୍ଚଳର ସୁରଜ କ୍ଷେତିଙ୍କ ପିପି ଏକାଡେମୀ ଛକ ନିକଟରେ ଏକ ପାନ ଦୋକାନ ଥିଲା । ଗତକାଲି…

୯ ଟି ଜିଲ୍ଲାରେ ମରୁଡି ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୯ଟି ଜିଲ୍ଲାରେ ସ୍ୱଳ୍ପ ପୃଷ୍ଟିପାତ ପାଇଁ ୬୬ଟି ବ୍ଲକ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଲା ଗୁଡିକୁ ମରୁଡି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକର ୫୬୬୩ ଗାଁ ର ୨ ଲକ୍ଷ ୩୩ ହଜାର…

ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଛତିଶଗଡ଼ର ଦାନ୍ତେୱାଡାର ଜଙ୍ଗଲ ନିକଟରେ ନକ୍ସଲ ହମଲାରେ ଦେହାନ୍ତ ହୋଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କର ମରଶରୀର ଆଜି ତାଙ୍କ ପୈତୃକ ଗାଁ ବଲାଙ୍ଗୀରର ଲୋଇସିଂହା ଘୁଷରମୁଣ୍ଡାରେ ପହଞ୍ଚି ଥିଲା । ସମସ୍ତେ ଆଖିରେ ଲୁହ ଓ ମନରେ କୋହ ଚାପି…