ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ପହିଲିମାନ ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ବ୍ରୋଞ୍ଜ ପଦକ ଜିତି ଦେଶର ନାଁ ରଖିଦେଇଛନ୍ତି ପୁନିଆ। ବଜରଙ୍ଗ ଫ୍ରିଷ୍ଟାଇଲ୍ ରେସଲିଂ ୬୫ କିଗ୍ରା ବର୍ଗରେ ୮-୦ରେ ବିଜୟୀ ହୋଇଛନ୍ତି। ସେ କଜାକସ୍ତାନର ପହିଲିମାନଙ୍କୁ ହରାଇ ମେଡାଲ ନିଜ…