Browsing Tag

Baiki accrent today

ଜୟଦେବ ବିହାର ଓଭରବ୍ରିଜ ତଳକୁ ଖସିଲା ଯୁବକ

ଆଜି ଭୁବନେଶ୍ବର ଜୟଦେବ ବିହାର ଓଭରବ୍ରିଜ ଉପରୁ ତଳକୁ ଖସିଲେ ବାଇକ୍ ଆରୋହୀ । ଭାରସାମ୍ୟ ହରାଇ ଖସି ପଡିଥିବା ସନ୍ଦେହ କରାଯାଉଛି । ଓଭର ବ୍ରିଜ ଉପରେ ବାଇକ୍ ରହିଛି କିନ୍ତୁ ତଳେ ପଡି ଯାଇଥିଲେ ଯୁବକ । କଳିଙ୍ଗ ଷ୍ଟାଡିୟମ ଗେଟ୍ ସମ୍ମୁଖ ଓଭରବ୍ରିଜ ଉପରୁ ତଳକୁ ଖସି ପଡ଼ିଥିଲେ ଯୁବକ ଜଣକ ।…