ବାହୁବଳୀ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ
ଗ୍ୟାଙ୍ଗଷ୍ଟର ମାମଲାରେ ବାହୁବଳୀ ମୁଖତାର ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ କୋର୍ଟ ଅନସାରୀକୁ ୧୦ ବର୍ଷ ଜେଲଦଣ୍ଡ ସହ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଏହାସହ ମୁଖତାରର ଭାଇ ତଥା ବିଏସପି ସାଂସଦ ଅଫଜାଲ ଅନସାରୀ ମାମଲାରେ କୋର୍ଟଙ୍କ ରାୟ ଆସିନାହିଁ ।…