ଇଭିଏମ୍- ଭିଭିପାଟ୍ ସଂଯୋଗରେ ତୃଟି, ମତଦାତା – ପୋଲିଂ ଅଫିସର ମୁହାଁମୁହିଁ: ନିର୍ବାଚନ ସ୍ଥଗିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଭିଏମ୍ରେ ଯାନ୍ତ୍ରିକ ତୃଟିଥିବା ଯୋଗୁ ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଗୋଟିଏ ଦଳର ଚିହ୍ନରେ ଭୋଟ ଦେଲେ ତାହା ଅନ୍ୟ ଚିହ୍ନକୁ ଯାଉଥିବା ଭୋଟରମାନେ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ନେଇ ମତଦାତା ଓ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ…