Browsing Tag

badagada PS

ସ୍ଥାନ ଅନୁଯାୟୀ ବେଶ ବଦଳାଉ ଥିଲା, ପଢନ୍ତୁ ଚୋରର ଫଣ୍ଡା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୋରି କରିବା ପାଇଁ ଚୋର ବ୍ୟବହାର କରୁଥିଲେ ଅଭିନବ ପନ୍ଥା । ସ୍ଥାନ ଅନୁସାରେ ବଦଳୁଥିଲା ରୂପ । କିନ୍ତୁ ସବୁ ସ୍ଥାନରେ କାମ ଥିଲା ଗୋଟିଏ ତାହାହେଲେ ଗାଡି ଚୋରି । କେତେବେଳେ ଓକିଲ ହୋଇ ତ କେତେବେଳେ ରୋଗୀ ହୋଇ କରିଚାଲିଥିଲା ଗାଡି ଚୋରି । ଏଭଳି ଘଟଣା ଘଟିଛି…