Browsing Tag

Badagada Netaji Jubak Sangha

ମଧ୍ୟବିତ୍ତ ପରିବାରଙ୍କୁ ସହଯୋଗର ହାତ ବଢାଇଲେ ନେତାଜୀ ଯୁବକ ସଂଘ, ବାଣ୍ଟିଲେ ମାସ୍କ ଓ ଶୁଖିଲା ଖାଦ୍ଯ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଗରିବ ଅସହାୟ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ସେମାନଙ୍କ କଷ୍ଟ ଦୁର କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ମାତ୍ର ଏହି କରୋନା…