ଖରାପ ନଜରରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ
କାହାର ମନ୍ଦର ନଜର ପଡିବାରୁ ଆଗକୁ ବଢୁଥିବା ବ୍ୟବସାୟ ଏବଂ ରୋଜଗାର ଠପ ହୋଇଯାଉଛି । ଯେକୌଣସି କାର୍ଯ୍ୟର ଅଗ୍ରଗତିରେ ଅନେକ ପ୍ରକାରର ପ୍ରତିବନ୍ଧକ ସୃଷ୍ଟି ହେବାକୁ ଲାଗେ । ହସିବା ଖେଳିବା ପିଲାଟି ହଠାତ ଗୁମସୁମ ହୋଇଯାଉଛି କିମ୍ବା ସେ କାନ୍ଦିବାକୁ ଲାଗେ । ମନ୍ଦ ଆଖି ପଡିଲେ ଜୀବନ ସହିତ ଜଡିତ…