ଜନସନ୍ ବେବି ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ
ଆଜି ବେବି ପାଉଡର ଉପରେ ଲାଗିବ ରୋକ୍ । ହେଲଥ୍ କେୟାର କମ୍ପାନୀ ଓ ଜନସନ୍ ଆଣ୍ଡ୍ ଜନସନ୍ ପାଉଡରକୁ ସବୁ ଦେଶରେ ବ୍ୟାନ କରାଯିବା ନେଇ ନିଷ୍ପତି ନେଇଛି । କମ୍ପାନୀର ଏକ ସେୟାରହୋଲ୍ଡର ଏହି ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛନ୍ତି ସୂଚନା ମିଳିଛି.
ଜନସନ୍ ଆଣ୍ଡ୍ ଜନସନର ବେବି ପାଉଡର…