Browsing Tag

At least 13 die as bus plunges into Narmada river in Madhya Pradesh

ନଦୀକୁ ଖସିଲା ବସ; ୧୩ ମୃତ

ମଧ୍ୟପ୍ରଦେଶର ଧାର୍‍ ଜିଲାର ଖଲଘାଟରେ ଆଜି ଘଟିଛି ଏକ ବଡ ଅଘଟଣ । ନର୍ମଦା ନଦୀକୁ ବସ୍‍ ଖସି ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ଏହାସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୨୫ ରୁ ୨୭ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ଆହତଙ୍କୁ…