ଶେଷରେ ଗିରଫ ହେଲେ ଅଭିଜିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ଗୃହ କମିଟି ର ନୋଟିସ ପାଇ ପ୍ରଥମ ଥର ନିଜେ ହଜାର ନହୋଇ କ୍ଷମା ପ୍ରାର୍ଥନା କରିଥିଲେ ଅଭିଜିତ ଆୟର । ଅଭିଜିତଙ୍କୁ ପୁନର୍ବାର ୨୩ ଅକ୍ଟୋବର ରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ନୋଟିସ ହୋଇଥିଲା । ନୋଟିସ ମୁତାବକ ସେ ଆଜି ବିଧାନସଭା ଗୃହ କମିଟି…