କେବଳ ସ୍ୱାଦ ନୁହେଁ ଭାଗ୍ୟ ବଦଳାଇ ଦେଇଥାଏ ରୋଷେଇ ଘରର ମସଲା, ଜାଣନ୍ତୁ କିପରି…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମସଲା ପାଇଁ ଭାରତ ସାରା ବିଶ୍ୱରେ ପ୍ରସିଦ୍ଧ । ଏହା ଖାଦ୍ୟ ଏବଂ ଔଷଧ ତିଆରିରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁରେ ଏହି ମସଲାର ବିଶେଷ ମହତ୍ତ୍ୱ ରହିଛି? ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ…