Browsing Tag

Assembly start July 2

ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ, ୫ ଘଣ୍ଟା ବଦଳରେ ହେବ ୬ ଘଣ୍ଟା

ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନର କାର୍ଯ୍ୟ । ତେବେ ଚଳିତ ବର୍ଷ ଏଥର ସମୟରେ ଘଣ୍ଟାଏ ବୃଦ୍ଧି କରାଯାଇଛି । ଫଳରେ ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ, ପୂର୍ବରୁ କରୋନା କାଳରେ ୫ ଘଣ୍ଟା ଚାଲୁଥିଲା । ଅପରାହ୍ନରେ ଅଧିବେଶନ ୪ଟାରୁ ସଂଧ୍ୟା ୭ଟା…