Browsing Tag

ASI team explores natmandap in temple; Repair work will start soon

ଶ୍ରୀମନ୍ଦିରରେ ନାଟମଣ୍ଡପ ଅନୁଧ୍ୟାନ କଲା ଏଏସ୍‌ଆଇ ଟିମ୍‌; ଖୁବ୍‌ ଶୀଘ୍ର ଆରମ୍ଭ ହେବ ମରାମତି କାର୍ଯ୍ୟ

ଶ୍ରୀମନ୍ଦିରରେ ନାଟମଣ୍ଡପ ବିମ୍‌ ଫାଟ ଅନୁଧ୍ୟାନ ଶେଷ କଲା ଏଏସ୍‌ଆଇ ଟିମ୍‌ । ଆମିକସ କ୍ୟୁରୀଙ୍କ ସହ ଏଏସ୍‌ଆଇର ଟିମ୍‌ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ ଶେଷ କରିଛନ୍ତି । ନାଟମଣ୍ଡପର ୪ ଟି ପିଲର ଏବଂ ବିମ୍‌ ସମେତ କ୍ୟାପିଟାଲ ବିମ ଗୁଡ଼ିକର ଦୁର୍ବଳ ସ୍ଥିତି…