ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଏଏସ୍ଆଇ ଅଧୀକ୍ଷକଙ୍କ ବିରୋଧରେ ଏତଲା
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢିଚାଲିଛି । ଏହି ପ୍ରକଳ୍ପକୁ ନେଇ ରାଜନୈତିକ ଦଳମଧ୍ୟରେ ଦୋଷ ଲଦାଲଦି ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍ଆଇ) ବିରୋଧରେ ଜଗନ୍ନାଥ ସେନା ସ୍ୱର…