ବିଭିନ୍ନ ପ୍ରକଳ୍ପର ପରିଦର୍ଶନ ପାଇଁ ଓଡ଼ିଶା ଗ୍ରସ୍ତରେ ଏଏସଆଇ ଡିଜି ବିଦ୍ୟାବତୀ
ପୁରୀ, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି ଏଏସଆଇ ଡିଜି ବିଦ୍ୟାବତୀ । ଡିଜି ବିଦ୍ୟାବତୀ ଏହି ଗ୍ରସ୍ତ ସମୟରେ ସେ ଏଏସଆଇ ଦ୍ୱାରା ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ଆଜି ସେ ପୁରୀ ଗ୍ରସ୍ତ କରି ଶ୍ରୀମନ୍ଦିର ପରିକ୍ରମା…