ଦେଶରେ ନିର୍ମାଣ ହେବ ୧୨ ନୂଆ ସ୍ମାର୍ଟ ସିଟି, ୧୦ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି
କେନ୍ଦ୍ର କ୍ୟାବିନେଟ୍ ଆଜି (୨୮ ଅଗଷ୍ଟ) ଦେଶରେ ୧୨ଟି ଇଣ୍ଡଷ୍ଟ୍ରିଆଲ୍ ସ୍ମାର୍ଟ ସିଟି ପ୍ରତିଷ୍ଠା କରିବାକୁ ଅନୁମୋଦନ କରିଛି। ଏହା ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି…