ଜାମିନ ଖାରଜ, ଜେଲ ଗଲେ ଆଶୀର୍ବାଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗଲେ ଜେଲ । ଆଶୀର୍ବାଦଙ୍କ ଜାମିନ ଆବେଦନ ସିବିଆଇ ସିଜେଏମରେ ଖାରଜ ହୋଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡିଛି । ଆଶୀର୍ବାଦଙ୍କୁ ଆସନ୍ତା ୧ତାରିଖ ପର୍ଯ୍ୟନ୍ତ ବିଭାଗୀୟ ହାଜତରେ ରହିବାକୁ…