କେନ୍ଦ୍ର ସରକାର ପେଟକୁ ଭାତ ନା ମୁଣ୍ଡକୁ ଛାତ ଖଣ୍ଡିଏ ଦେଉଛନ୍ତି: ଅରୁଣ ସାହୁ
ବିଧାନସଭା ପରିସରରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ 'ଆଶୁ କବି' ଅନ୍ଦାଜରେ ନଜର ଆସିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ଏକାଧିକ ବାର ପଦକୁ ପଦ ଛନ୍ଦି କହିଥିଲେ " ଚାଷ, ବାସ, କେନ୍ଦ୍ର ସରକାର କଲା ସର୍ବନାଶ" l ଏଥିସହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ଅରୁଣ କହିଛନ୍ତି;…