Browsing Tag

Are you worried about insects entering your home due to rainy days?

ବର୍ଷା ଦିନ ଯୋଗୁ ଘରେ କୀଟପତଙ୍ଗ ପଶିବା ନେଇ ଚିନ୍ତିତ କି ? ତେବେ ଏହି ଉପାୟ ଦ୍ୱାରା ଘରକୁ ରଖିପାରିବେ ସୁରକ୍ଷିତ

ଆରମ୍ଭ ହେଲାଣି ମୌସୁମୀ । ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା । ବର୍ଷାଦିନ ପରିବେଶ ସନ୍ତୁଳନରେ ଅନେକ ସାହାଯ୍ୟ କରୁଥିଲେ ମଧ୍ୟ ଏହିଦିନ ସମସ୍ତଙ୍କ ଚିନ୍ତାର କାରଣ ପାଲଟେ କୀଟପତଙ୍ଗ । ଏପରିକି ଅନେକ ସମୟରେ ଖାଦ୍ୟପେୟରେ ମଧ୍ୟ ଏମାନେ ପଡ଼ିଯାଆନ୍ତି । ତେଣୁ ବର୍ଷାଦିନେ ଘରେ ଏମାନଙ୍କ ପ୍ରବେଶକୁ…