ପିତୃପକ୍ଷ ଶ୍ରାଦ୍ଧ ସମୟରେ ଏହିସବୁ ସ୍ବପ୍ନ ଦେଖୁଛନ୍ତି କି ? ଏହିସବୁ ସ୍ବପ୍ନ ଦେଖିଲେ ଆଗକୁ ମିଳିଥାଏ ଶୁଭ ଫଳ
ଚଳିତ ବର୍ଷ ପିତୃପକ୍ଷ ଶ୍ରାଦ୍ଧ ସେପ୍ଟେମ୍ବର ୨୯ ତାରିଖ ଠାରୁ ଆରମ୍ଭ ହୋଇଛି l ପିତୃପକ୍ଷ ରେ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇ ଥାଏ l ପିତୃପକ୍ଷରେ ପିଣ୍ଡଦାନ ଦ୍ୱାରା ପୂର୍ବ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ l ମାନ୍ୟତା ରହିଛି ଯେ ପିତୃପକ୍ଷ ରେ ପୂର୍ବଜ ଆମକୁ ଆଶୀର୍ବାଦ…