ମାସକୁ ୨ଥର ପିରିୟଡ୍ସ ହେଉଛନ୍ତି କି ? ଅବହେଳା ନକରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ନିଅନ୍ତୁ ପରାମର୍ଶ
କେତେକ ମହିଳା ବା ଯୁବତୀଙ୍କ ଋତୁସ୍ରାବ ମାସକୁ ଦୁଇଥର ହୋଇଥାଏ । ଅନେକ ଲୋକ ଏହାକୁ ସାଧାରଣ ବୋଲି ଭାବିଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ସାଧାରଣ ଭାବେ ଗ୍ରହଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି । ମାସକୁ ଦୁଇଥର ଋତୁସ୍ରାବ ଚିନ୍ତାର ବିଷୟ ହୋଇପାରେ ।
ଏହା ପଛରେ…