ଆପଣ ବି ଅଧିକ ଗରମ ପାଣି ପିଉଛନ୍ତି କି ? ଜାଣିରଖନ୍ତୁ ଏହାଦ୍ୱାରା ଶରୀର ଉପରେ ପଡେ କିଭଳି ପ୍ରଭାବ
କିଛି ଲୋକ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତି। ଏହା ବ୍ୟତୀତ ସାମାନ୍ୟ ଥଣ୍ଡା କିମ୍ବା ଗଳା ଯନ୍ତ୍ରଣା ହେତୁ କେହି କେହି ଗରମ ପାଣି ପିଇଥାନ୍ତି। ଗରମ ପାଣି ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତୁ ଯଦି ଆପଣ ଅତ୍ୟଧିକ ଗରମ ପାଣି ପିଅନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ…