ସବୁବେଳେ ଡିପ୍ରେସନରେ ରହୁଛନ୍ତି କି ? ଏହି କିଛି ଛୋଟ ଛୋଟ ଟିପ୍ସ ଆପଣାନ୍ତୁ ଦୂର ହେବ ଆପଣଙ୍କ ସମସ୍ୟା
କାର୍ଯ୍ୟଭାର ଓ ପରିବେଶ ଚାପରେ ମଣିଷ ଜୀବନ ର ଗୋଟିଏ ଅଂଶ ହୋଇ ଯାଇଛି l ଷ୍ଟ୍ରେସ ଓ ଡିପ୍ରେସନ ର ପ୍ରଭାବ ଉଭୟ ଶାରୀରିକ ଓ ମାନସିକ ଭାବରେ ମଣିଷ ଉପରେ ପଡିଥାଏ l ଏହା ମଣିଷ ର ବ୍ୟବହାର କୁ ମଧ୍ୟ ପ୍ରଭାବିତ କରିଥାଏ l ଅତ୍ୟଧିକ ଡିପ୍ରେସନ ବ୍ୟକ୍ତିକୁ କ୍ରୋଧୀ ଓ ଚିଡ଼ିଚିଡା ସ୍ଵଭାଵ ର କରି…