ସୌମ୍ୟଙ୍କୁ ଡରୁଛନ୍ତି କି ନବୀନ ଓ ପାଣ୍ଡିଆନ ? ସୌମ୍ୟ ଏବେ ତଣ୍ଟିର କଣ୍ଟା ନା’ ଢ଼ୋକି ହେଉଛି ନା’ କାଢି…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୌମ୍ୟ ବାବୁ ବାରମ୍ବାର ଲେଖୁଥିବା ସମ୍ପାଦକୀୟ ନବୀନ ଏବଂ ତୃତୀୟ ମହଲା ପାଇଁ ଅଡୁଆ ବଢାଇଲାଣି । ବର୍ତ୍ତମାନ ସୌମ୍ୟ ବାବୁ ବିଜେଡି ତଂଟିରେ ଲାଗିଥିବା କଣ୍ଟା ସଦୃଶ୍ୟ ହୋଇଗଲେଣି । ନା' ବିଜେଡି ସୌମ୍ୟଙ୍କ ମନ୍ତବ୍ୟକୁ ଢ଼ୋକି ପାରୁଛି ନା' ତାଙ୍କୁ ଦଳରୁ ବହିଷ୍କୃତ…