ସୋନିଆଙ୍କୁ ଦିଲ୍ଲୀରେ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବ କଂଗ୍ରେସରେ ଗୋଷ୍ଠୀ ରାଜନୀତିକୁ ନେଇ ଚାଲିଥିବା ଚର୍ଚ୍ଚାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ସୋନିଆଙ୍କ ସହ ଅମରିନ୍ଦରଙ୍କ ବୈଠକ ଦୀର୍ଘ ୮୦ ମିନିଟ୍…