Browsing Tag

Anushka Sharma at the entrance of the Bombay High Court

ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅନୁଷ୍କା ଶର୍ମା

ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ମହାରାଷ୍ଟ୍ର ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭ୍ୟାଟ୍) ଅଧିନିୟମ ଅନୁଯାୟୀ ୨୦୧୨-୧୩ ଏବଂ ୨୦୧୩-୧୪ ଆର୍ଥିକ ବର୍ଷ ପାଇଁ ଡେପୁଟି କମିଶନର୍ ଅଫ୍ ସେଲ୍ସ ଟ୍ୟାକ୍ସର ଦୁଇଟି ଆଦେଶକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ଜଷ୍ଟିସ ନୀତିନ…