ଅଳ୍ପକେ ବର୍ତ୍ତିଲା ଆଉ ଏକ ରେଳ ଅଘଟଣ; ବଗି ଛାଡି ପଳାଇଲା ଇଞ୍ଜିନ
ବଗି ଛାଡି ପଳାଇଲା ଇଞ୍ଜିନ । ମାଲବାହୀ ଟ୍ରେନ୍ରୁ ହଠାତ୍ ଅଲଗା ହୋଇଗଲା ଇଞ୍ଜିନ । ଯାଜପୁର ଜିଲ୍ଲା ହରିଦାସପୁର-ପାରାଦୀପ ରେଳପଥର ଏକ ମାଲବାହୀ ଟ୍ରେନର ଇଞ୍ଜିନ ଅଲଗା ହୋଇଯାଇଥିଲା । ଆଜି ସକାଳୁ ହରିଦାସପୁର ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ । ପତରାଜପୁର ନିକଟରେ ହଠାତ୍ ଇଞ୍ଜିନ ଅଲଗା…