୨୩ ରୁ ଆଉ ଏକ ଲଘୁଚାପ, ବଢିବ ବର୍ଷାର ପରିମାଣ
ଗତକାଲି ସକ୍ରିୟ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳକର ସକ୍ରିୟ ରହିଛି । ଏହା ଆଗାମୀ ୨ ରୁ୩ ଦିନ ଭିତରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମଧ୍ୟଦେଇ ଗତି କରିବାର…