ସାମ୍ନାକୁ ଆସିଲା ରଣବୀରଙ୍କ ‘ଆନିମଲ’ ଟିଜର, ଦେଖନ୍ତୁ ଭିଡିଓ
ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ ଅବସରରେ ଚଳଚିତ୍ର 'ଆନିମଲ'ର ନିର୍ମାତା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସେୟାର କରିଛନ୍ତି। ନିର୍ମାତା ଚଳଚିତ୍ର 'ଆନିମଲ'ର ଟିଜର ରିଲିଜ କରିଛନ୍ତି । ପୂର୍ବରୁ 'ଆନିମଲ'ର ପୋଷ୍ଟର ଦେଖିବା ପରେ ଫିଲ୍ମଟି ଦମଦାର ହେବ ବୋଲି ଆକଳନ କରାଯାଇଥିଲା ।…