Browsing Tag

Angul twins child murder case

ଦୁଇ ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ହତ୍ୟା ଘଟଣା, ମା’ ନିଜେ ମାରିଥିବା ମାନିଲା

ନିଜ ଜନ୍ମକଲା ଶିଶୁ ଦୁଇଜଣଙ୍କ ଜୀବନ ନେଲା ପିଶାଚୀ ମା'। ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ଗାଁରେ ଦୁଇ ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ହତ୍ୟା ଘଟଣା । ଶିଶୁ ଦୁଇଙ୍କ ମା ତପସ୍ୱିନୀ ସାହୁକୁ ଥାନାକୁ ଉଠେଇ ନେଲା ବନ୍ତଳା ପୋଲିସ । ମା ନିଜେ ଶିଶୁ ଦୁଇଟିକୁ କୂଅରେ ପକାଇ ଦେଇଥିବା ପରିବାର ଲୋକଙ୍କ…