ଆନ୍ଧ୍ରପ୍ରଦେଶ ମହିଳା ପୁଲିସଙ୍କ ମହନୀୟତା: ବୃଦ୍ଧାଙ୍କ ଶେଷ ଯାତ୍ରାରେ କାନ୍ଧ ଦେଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଅଜଣା ବୃଦ୍ଧାଙ୍କ ଶବର ସତ୍କାର ପାଇଁ ସ୍ଥାନୀୟ ବାସିନ୍ଦା ପଛ ଘୁଞ୍ଚା ଦେବା ପରେ ଆନ୍ଧ୍ରପ୍ରଦେଶର ଜଣେ ମହିଳା ପୁଲିସ ସବ୍ ଇନ୍ସପେକ୍ଟର ତାଙ୍କୁ ୩ କିଲୋମିଟର ନିଜ କାନ୍ଧରେ ବୋହି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏହି ଭିଡିଓଟି ସୋମବାର ଭାଇରାଲ ହୋଇଥିବା…