ସିବିଆଇ ର ପକ୍ଷ ଛେଦନ କଲେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ କନ୍ଦଳ ସୁପ୍ରିମକୋର୍ଟ ରେ ବିଚାର ଚାଲିଥିବା ବେଳେ ସିବିଆଇ ର ପକ୍ଷ ଛେଦନ କରିବାକୁ ଯାଇ ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ବିନା ଅନୁମତିରେ ରାଜ୍ୟରେ କୌଣସି ମାମଲାରେ ସିବିଆଇ ତଦନ୍ତ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।
ସୂଚନା…