Browsing Tag

and you will see that all your wishes will be fulfilled

ଶ୍ରାବଣ ମାସରେ ଶିବଲିଙ୍ଗରେ ଏହି ୮ ଟି ଜିନିଷ ଅର୍ପଣ କରନ୍ତୁ, ଦେଖିବେ ପୂରଣ ହେବ ଆପଣଙ୍କ ସମସ୍ତ ମନୋସ୍କାମନା

ଶ୍ରାବଣ ମାସ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ। ସମସ୍ତ ମନସ୍କାମନା ହେବ ପୂରଣ। ଭଗବାନ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ସୋମବାର ଦିନ ବହୁତ ଶୁଭ ମାନା ଯାଇଥାଏ। ଶ୍ରାବଣ ମାସ ହିନ୍ଦୁ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହି ମାସରେ ପଡ଼ୁଥିବା ସୋମବାରକୁ ବହୁତ ବିଶେଷ ମାନା ଯାଇଥାଏ।…