Browsing Tag

anatbrata

ଅନନ୍ତ ବ୍ରତ ପାଇଁ ବିଏମସିର କଟକଣା : ଭକ୍ତଙ୍କୁ ଭିତରକୁ ପ୍ରବେଶ ମନା, ବାହାରେ ଲାଗିଛି ଭିଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଅନନ୍ତ ବ୍ରତ । ଏ ନେଇ ଅନନ୍ତ ବାସୁଦେବ ମନ୍ଦିର ବାହାରରେ ବ୍ରତଧାରୀଙ୍କ ଭିଡ଼ । କୋଭିଡ ଯୋଗୁଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ କଟକଣା ରହିଛି । ବିଏମସି ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ଆଜି ଅନନ୍ତ ବ୍ରତ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି…