Browsing Tag

An engineering student lost in Puri sea

ସମୁଦ୍ରରେ ବୁଡି ଇଞ୍ଜିନିୟରିଂ ଛାତ୍ର ନିଖୋଜ

ଓଡିଶା ଫାଷ୍ଟ(ବ୍ୟୁରୋ): ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ମଙ୍ଗଳବାର ବୁଡି ନିଖୋଜ ହୋଇଯାଇଛନ୍ତି । ସେ ହେଲେ ବୋକାରସ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଶ୍ରୀକ୍ରିଷ୍ଣା କୁମାର । ତାଙ୍କ ଘର ଝାଡ଼ଖଣ୍ଡ ରାଞ୍ଚିରେ ବୋଲି ଜଣାପଡ଼ିଛି । ସୋମବାର ଶ୍ରୀକ୍ରିଷ୍ଣା…