ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି ବାତ୍ୟା ଅମ୍ଫାନ୍ : କଚା ଘରକୁ ବିପଦ ବେଶୀ, ଗଛ ପାଖରେ ଡର, ସତର୍କ କଲେ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇଛି ମହାବାତ୍ୟା ଅମ୍ଫାନ୍ । ସମୁଦ୍ର ଭିତରେ ଏହି ମହାବାତ୍ୟାର ପ୍ରଭାବରେ ପବନର ବେଗ ରହିଛି ୨୨୦ରୁ ୨୪୦ କିଲୋମିଟର । କିନ୍ତୁ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି । ଆଜି…