ରବିବାର ଦିନ ଫିଟିକିରିରେ କରନ୍ତୁ ଏହି ଉପାୟ,ମିଳିବ ଋଣ ଭାରରୁ ମୁକ୍ତି
ଆମେ ସମସ୍ତେ ଜାଣିଛେ ଫିଟିକିରି ଶରୀର ପାଇଁ ଖୁବ ଉପଯୋଗୀ l କିନ୍ତୁ ଫିଟିକିରି ଗୋଟିଏ ଏଭଳି ଜିନିଷ ଯାହା ଆମକୁ ଅନେକ ପ୍ରକାରର ନକାରାତ୍ମକ ଶକ୍ତି ଠାରୁ ଦୁରେଇ ରଖିଥାଏ l ଶାସ୍ତ୍ର ଅନୁସାରେ ରବିବାର ଦିନ ଫିଟିକିରି ଦ୍ୱାରା କିଛିଟା ଉପାୟ କରିବା ଦ୍ୱାରା ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ…