ଏଣିକି ଗ୍ରେଡେସନ ଅନୁସାରେ ହେବ ଡାକ୍ତରଙ୍କର ବଦଳି ଓ ପଦୋନ୍ନତି
ଏଣିକି 'ଗ୍ରେଡେସନ' ଅନୁସାରେ ଡାକ୍ତରଙ୍କର ବଦଳି ଓ ପଦୋନ୍ନତି ହେବ । ସମସ୍ତ ଡାକ୍ତରଙ୍କ ପାଇଁ ରାଜ୍ୟ ସରକାର ସମାନ ନୀତି ଆପଣାଇ ଗ୍ରେଡେସନ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ ଡାକ୍ତରଙ୍କୁ ମାର୍କ ଦିଆଯିବ । ଉକ୍ତ ମାର୍କ ଅନୁସାରେ ଡାକ୍ତରଙ୍କର ବଦଳି ଓ…