ପୁଷ୍ପା-୨ ପାଇଁ ଫିସ ବଢ଼ାଇଲେ ଅଲ୍ଲୁ ଅର୍ଜୁନ; ଜାଣନ୍ତୁ କେତେ ନେବେ
ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ଦି ରାଇଜ୍'କୁ ଜବରଦସ୍ତ ସଫଳତା ମିଳିବ ପରେ ଏହାର ଦ୍ୱିତୀୟ ଭାଗର ସୁଟିଂ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ନିକଟରେ ଏଥିପାଇଁ ଏକ ପୂଜା ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।
ପ୍ରଥମ ଭାଗର ନାମ 'ପୁଷ୍ପା…