Browsing Tag

Allegations of child exchange came to light again

ପୁଣି ସାମ୍ନାକୁ ଆସିଲା ଶିଶୁବଦଳ ଅଭିଯୋଗ , କ୍ୟାପିଟାଲ ହସ୍ପିଟାଲ ପରେ ଏବେ ବାରିପଦା ପିଆରଏମ୍ ମେଡିକାଲ କଲେଜ

ପୁଣି ସାମ୍ନାକୁ ଆସିଲା ଶିଶୁ ବଦଳ ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲ ପରେ ବର୍ତ୍ତମାନ ବାରିପଦା ପିଆରଏମ୍ ମେଡିକାଲ କଲେଜରୁ ଆସିଛି ଏଭଳି ଅଭିଯୋଗ । ମୟୂରଭଞ୍ଜ ବାରିପଦାର ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଲେ କୁଳିଅଣା ଥାନା ଅନ୍ତର୍ଗତ କିଶନ ଡାହି…