ପ୍ରତେକ ଦିନ ଅଣ୍ଡା ଖାଇଲେ ଶରୀରରେ ଦେଖାଯାଏ ଏହିସବୁ ପରିବର୍ତନ ପରିବର୍ତ୍ତନ
ଅଣ୍ଡା ଶରୀର ଏବଂ ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ। ତେଣୁ ପ୍ରତି ଦିନ ଅଣ୍ଡା ଖାଇବା କରିବା ଉଚିତ। ଜଣେ ସାଧାରଣ ବ୍ୟକ୍ତିଙ୍କ ଛଡା ପହିଲବାନ ଏବଂ ବଡିବିଲଡରମାନେ ଶରୀରକୁ ଶକ୍ତିଶାଳୀ ଓ ମଜବୁତ କରିବାକୁ ମଧ୍ୟ ଅଣ୍ଡା ଖାଆନ୍ତି। ଅନେକ ଲୋକ ସକାଳେ ସିଝା ଅଣ୍ଡା ଖାଆନ୍ତି । କିନ୍ତୁ ଗୋଟେ ମାସ…