Browsing Tag

all the problems will go away

ଘରେ ବାରମ୍ବାର ବାରମ୍ବାର ଆର୍ଥିକ ଅବସ୍ଥା ଦେଖାଯାଉଛି କି ? ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ ଏହି ଜିନିଷ, ଦୂର ହୋଇଯିବ…

ଘରେ ବାସ୍ତୁଶାସ୍ତ୍ରର ନିୟମ ମାନିବା ବହୁତ ଜରୁରି ହୋଇଥାଏ। ଯଦି ଘରେ ବାସ୍ତୁ ଦୋଷ ଥାଏ ତାହେଲେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପ୍ରଭାବ ପଡିବା ସହ ଧନହାନୀ ମଧ୍ୟ ହେବ। ଏଥିପାଇଁ ଘରେ ବାସ୍ତୁ ଦୋଷ ଦୂର କରିବା ନିହାତି ଆବଶ୍ୟକ। ତାହେଲେ ଆସନ୍ତୁ ଜାଣିବା ଏପରି କିଛି ବାସ୍ତୁ ନିୟମ…