ପୁରା ଓଡିଶା ଲକ୍ ଡାଉନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘କରୋନା’ ମୁକାବିଲା ପାଇଁ ଆଜି ରାଜ୍ୟ ସାରା ଲକ୍ ଡାଉନ। ସମସ୍ତ ତିରିଶ ଜିଲ୍ଲାକୁ ଲକ୍ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲା ଲକ୍ ଡାଉନ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ…