ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଟାକ୍ସ ପ୍ରାକ୍ଟିସନର୍ (ଇଷ୍ଟ ଜୋନ୍)ଦ୍ୱାରା ଭୁବନେଶ୍ୱର ଟାକ୍ସ କନଫରେନ୍ସ ଆୟୋଜିତ
ଭୁବନେଶ୍ୱର, ୨୦/୦୪: ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଟାକ୍ସ ପ୍ରାକ୍ଟିସନର୍ (ଇଷ୍ଟ ଜୋନ୍) ଦ୍ୱାରା ନିକଟରେ ସ୍ଥାନୀୟ ହୋଟେଲ୍ ଏକ୍ସଲେନ୍ସି ଦ୍ୱାରା ଭୁବନେଶ୍ୱର ଟାକ୍ସ କନଫରେନ୍ସ ଆୟୋଜିତ ହୋଇଯାଇଛି । ଏହି କନ୍ଫରେନ୍ସରେ ଚାଟାର୍ଡ ଆକାଉଂଟାଂଟ ଶ୍ରୀ ଏସ୍.ସି. ଭଦ୍ର ଅଧ୍ୟକ୍ଷ ଥିବା ବେଳେ…